Subas Institute of Technology, Barang

Subas Institute of Technology, Barang Contact information, map and directions, contact form, opening hours, services, ratings, photos, videos and announcements from Subas Institute of Technology, Barang, Bhubaneswar.

11/05/2026
Best BTech Engineering College of Odisha.Admission Open 2026BTech in Computer Science Mechanical, Electrical, CivilElect...
03/05/2026

Best BTech Engineering College of Odisha.
Admission Open 2026
BTech in Computer Science
Mechanical, Electrical, Civil
Electronics & Tele Communication.

ସାନ୍ତାଳି ଭାଷା 'ଅଲ୍ ଚିକି ଲିପି'ର ସ୍ରଷ୍ଟା, କାଳଜୟୀ ସାହିତ୍ୟିକ 'ଗୁରୁ ଗମକେ' ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ...
01/05/2026

ସାନ୍ତାଳି ଭାଷା 'ଅଲ୍ ଚିକି ଲିପି'ର ସ୍ରଷ୍ଟା, କାଳଜୟୀ ସାହିତ୍ୟିକ 'ଗୁରୁ ଗମକେ' ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

ଭାରତୀୟ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ, ଯୁଗପୁରୁଷ ଦାଦା ସାହେବ ଫାଲକେ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ  ଭକ୍ତିପୂତ ଶ୍...
30/04/2026

ଭାରତୀୟ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ, ଯୁଗପୁରୁଷ ଦାଦା ସାହେବ ଫାଲକେ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ।

ଜଣେ କଳାକାର, ନିର୍ଦ୍ଦେଶକ ଏବଂ ପଟ୍ଟକଥା ଲେଖକ ଭାବେ ତାଙ୍କର ଦୂରଦୃଷ୍ଟି ଆଜିର ପିଢ଼ି ପାଇଁ ମଧ୍ୟ ଏକ ମାର୍ଗଦର୍ଶକ।

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରସିଦ୍ଧ ଜାତୀୟ କବି ବୀର କିଶୋର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ  ଭକ୍ତିପୂତ ଶ୍ରଦ...
28/04/2026

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରସିଦ୍ଧ ଜାତୀୟ କବି ବୀର କିଶୋର ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ।ଓଡ଼ିଆ ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଆମକୁ ଚିରକାଳ ଦିଗଦର୍ଶନ ଦେଉଥିବ।

ଆଧୁନିକ ଓଡିଶାର ସ୍ରଷ୍ଟା, ସ୍ୱାଭିମାନୀ ଉତ୍କଳ ଗୌରବ ମଧୁସୂଦନ ଦାସ ତଥା ସମସ୍ତଙ୍କ ପ୍ରିୟ ମଧୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍...
27/04/2026

ଆଧୁନିକ ଓଡିଶାର ସ୍ରଷ୍ଟା, ସ୍ୱାଭିମାନୀ ଉତ୍କଳ ଗୌରବ ମଧୁସୂଦନ ଦାସ ତଥା ସମସ୍ତଙ୍କ ପ୍ରିୟ ମଧୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ...
26/04/2026

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ରାଜ୍ୟର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ଏବଂ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ନିସ୍ୱାର୍ଥପର ତ୍ୟାଗ ଓ ଦୂରଦୃଷ୍ଟି ସଦା ସର୍ବଦା ଅବିସ୍ମରଣୀୟ।

Address

Bhubaneswar

Website

Alerts

Be the first to know and let us send you an email when Subas Institute of Technology, Barang posts news and promotions. Your email address will not be used for any other purpose, and you can unsubscribe at any time.

Share