30/07/2026
🎓 +2 Science କିମ୍ବା Diploma ପାସ୍ କରିଛନ୍ତି କି?
ମେଡିକାଲ୍ କ୍ଷେତ୍ରରେ ଏକ ଉଜ୍ଜ୍ୱଳ କ୍ୟାରିଅର ଗଢ଼ିବାକୁ ଚାହୁଁଛନ୍ତି କି?
ତେବେ DMLT (Diploma in Medical Laboratory Technology) ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ କ୍ୟାରିଅର ବିକଳ୍ପ।
✅ ମାତ୍ର ୨ ବର୍ଷର କୋର୍ସ
✅ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଚାକିରିର ଉଜ୍ଜ୍ୱଳ ସୁଯୋଗ।
✅ Hospital, Pathology Lab, Diagnostic Centre, Blood Bank, Clinic ଓ Nursing Home ମାନଙ୍କରେ ଦକ୍ଷ Lab Technicianଙ୍କର ବ୍ୟାପକ ଆବଶ୍ୟକତା ରହିଛି।
✅ ଦକ୍ଷ Lab Technicianଙ୍କ ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।
ଆଜିହିଁ DMLT କୋର୍ସରେ ଭର୍ତ୍ତି ହୁଅନ୍ତୁ ଏବଂ ନିଜ ଭବିଷ୍ୟତକୁ ଦିଅନ୍ତୁ ଏକ ନୂଆ ଦିଗ।
PURI SARASWATI INSTITUTE OF MEDICAL SCIENCE
"ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ
୨୩ ବର୍ଷର ଅଭିଜ୍ଞ ଅନୁଷ୍ଠାନ"
📍 Beside Hotel Swarnachuda, Sahadevkhunta, Balasore
📞 7381502007
📞 9348360889
📞 7381506007
"ଆଜିର DMLT ଛାତ୍ର, ଆସନ୍ତାକାଲିର ସଫଳ Lab Technician."