ବଜରଙ୍ଗ ଦଳ କଟକ ମହାନଗର

Call Directions Website Contact the university

ବଜରଙ୍ଗ ଦଳ କଟକ ମହାନଗର Religious organization

ଜୟ ଶ୍ରୀ ରାମ 🙏🚩ପ୍ରତି ଶନିବାର ପରି ଗତକାଲି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ ବାଇମୁଣ୍ଡି ପ୍ରଖଣ୍ଡ ସ୍ଥ...
01/11/2026

ଜୟ ଶ୍ରୀ ରାମ 🙏🚩
ପ୍ରତି ଶନିବାର ପରି ଗତକାଲି ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ଅନ୍ତର୍ଗତ ବାଇମୁଣ୍ଡି ପ୍ରଖଣ୍ଡ ସ୍ଥିତ ଚହଟା ରାମ ମନ୍ଦିରରେ ସାପ୍ତାହିକ ମିଳନ କେନ୍ଦ୍ର ଓ ସାମୁହିକ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି। ଏହି ମିଳନ କେନ୍ଦ୍ର ରେ ଆମର ପୂର୍ବ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ମାନନୀୟ ବିପିନ ବିହାରୀ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗଦର୍ଶନ କରିଥିଲେ ।

#ବଜରଙ୍ଗଦଳକଟକମହାନଗର
💪

30/10/2026


💪

ଜୟ ଶ୍ରୀ ରାମ 🙏ରାମ କୋଠାରୀ ଏବଂ ଶରତ କୋଠାରୀ ହେଉଛନ୍ତି ଆୟୋଧ୍ୟା ରାମ ମନ୍ଦିର ଆନ୍ଦୋଳନର ଦୁଇ ପ୍ରମୁଖ ବଳିଦାନୀ। ୧୯୯୦ ମସିହାରେ ଅଯୋଧ୍ୟାରେ ହ...
30/10/2026

ଜୟ ଶ୍ରୀ ରାମ 🙏
ରାମ କୋଠାରୀ ଏବଂ ଶରତ କୋଠାରୀ ହେଉଛନ୍ତି ଆୟୋଧ୍ୟା ରାମ ମନ୍ଦିର ଆନ୍ଦୋଳନର ଦୁଇ ପ୍ରମୁଖ ବଳିଦାନୀ। ୧୯୯୦ ମସିହାରେ ଅଯୋଧ୍ୟାରେ ହୋଇଥିବା କାରସେବକ ଗୁଳିକାଣ୍ଡରେ ପଶ୍ଚିମବଙ୍ଗର ଏହି ଦୁଇ ସୁଯୋଗ୍ୟ ସନ୍ତାନ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଏହି ଦିନକୁ ମନେ ରଖିବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୩୦ ରୁ ନୁଭେମ୍ୱର ୨ ତାରିଖ ଯାଏ ହୃତାତ୍ମା ଦିବସ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ପାଳନ କରାଯାଏ ।

ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ର ସମସ୍ତ କାରସେବକ ଙ୍କୁ କୋଟି କୋଟି ପ୍ରଣାମ 🙏

💪


ଜୟ ଶ୍ରୀ ରାମ 🙏🚩ଗତକାଲି  "ବଜରଙ୍ଗ ଦଳ କଟକ ମହାନଗର" ଜିଲ୍ଲା ତରଫରୁ ଜିଲ୍ଲା ବୈଠକ ବାବା ଅମରେଶ୍ୱର ଙ୍କ ମନ୍ଦିରରେ ସନ୍ଧ୍ୟା ୫ ଘଟିକା ସମୟରେ ଅ...
26/10/2026

ଜୟ ଶ୍ରୀ ରାମ 🙏🚩
ଗତକାଲି "ବଜରଙ୍ଗ ଦଳ କଟକ ମହାନଗର" ଜିଲ୍ଲା ତରଫରୁ ଜିଲ୍ଲା ବୈଠକ ବାବା ଅମରେଶ୍ୱର ଙ୍କ ମନ୍ଦିରରେ ସନ୍ଧ୍ୟା ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଓଡ଼ିଶା ପୂର୍ବ ପ୍ରାନ୍ତ ର ମିଳନ କେନ୍ଦ୍ର ପ୍ରମୁଖ ମାନନୀୟ ବିପିନ ବିହାରୀ ପଣ୍ଡା , ବିଶ୍ୱ ହିନ୍ଦୁ ପରିଷଦ କଟକ ଜିଲ୍ଲା ର ସଭାପତି ମାନନୀୟ ବାସୁଦେବ ବେହେରା ,ସମ୍ପାଦକ ଜି .କମଲ କୁମାର , ଆମର ହିତ ଚିନ୍ତକ ମାନନୀୟ ସୁଧୀର କୁମାର ସ୍ୱାଇଁ(ଟୁକୁନା ଭାଇ) ଙ୍କ ସହ ଜିଲ୍ଲା ର ଟୋଲି ଓ ସମସ୍ତ ପ୍ରଖଣ୍ଡ ,ଖଣ୍ଡ ଟୋଲି ର ସଦସ୍ୟ ଏହି ବୈଠକ ରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନ ସହ ସଂଗଠନ ର ବିସ୍ତାର ଉପରେ ଆଲୋଚନା କରାଯାଇଥିଲା ।


💪

ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ସମସ୍ତଙ୍କୁ ହାର୍ଦ୍ଧି...
25/10/2026

ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଉପଲକ୍ଷେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ।

#ବଜରଙ୍ଗଦଳକଟକମହାନଗର
💪

ଜୟ ଶ୍ରୀ ରାମ 🙏🚩ପବିତ୍ର ଦୁର୍ଗା ପୂଜା ଭସାଣୀ ଉତ୍ସବ ଉପଲକ୍ଷେ "ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର" ଜିଲ୍ଲା ତରଫରୁ ଚୌଧୁରି ବଜାର ...
24/10/2026

ଜୟ ଶ୍ରୀ ରାମ 🙏🚩
ପବିତ୍ର ଦୁର୍ଗା ପୂଜା ଭସାଣୀ ଉତ୍ସବ ଉପଲକ୍ଷେ "ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର" ଜିଲ୍ଲା ତରଫରୁ ଚୌଧୁରି ବଜାର ସ୍ଥିତ ବନା ପହିଲମାନ୍ ଦୋକାନ ପାଖରେ ଆମର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ସମସ୍ତ ପୂଜା ମଣ୍ଡପ ର ଅଧିକାରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ବହୁ ଆଡମ୍ବର ସହିତ ଓ ଶାନ୍ତିପୂର୍ଣ୍ଣ ଭାବରେ ଏହି ଭସାଣି ଉତ୍ସବ ଶେଷ ହୋଇଛି । ଫୁଣି ଆର ବର୍ଷ କୁ ଅପେକ୍ଷା ଜୟ ମା ଦୁର୍ଗା 🙏🚩




ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ପବିତ୍ର ଶାରଦୀୟ ଦୂର୍ଗା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ।  💪     ...
21/10/2026

ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ତରଫରୁ ପବିତ୍ର ଶାରଦୀୟ ଦୂର୍ଗା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ।

💪


🚩

17/10/2026



💪

Address

Odisha
Cuttack
753004

Opening Hours

9am - 5pm

Telephone

+917008557914

Alerts

Be the first to know and let us send you an email when ବଜରଙ୍ଗ ଦଳ କଟକ ମହାନଗର posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to ବଜରଙ୍ଗ ଦଳ କଟକ ମହାନଗର:

Shortcuts

Share