19/08/2022
ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁହାଟର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଦୀର୍ଘ ୪୧ ବର୍ଷ ପୂର୍ବେ ଠିକ୍ ଆଜିର ଦିନ ତା-୧୯/୦୮/୧୯୮୧ ରିଖ ରୁ ପ୍ରତିଷ୍ଠା ହୋଇଥିବା ଆମ ମହାବିଦ୍ୟାଳୟ । ନାଉଗାଁ ଭଳି ଗ୍ରାମାଞ୍ଚଳ ଉଚ୍ଚ ଶିକ୍ଷା ଲକ୍ଷ ନେଇ ମହାନ ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା ସେ ସମୟରେ ଗଠିତ ହୋଇ ଏହା ଏକ ମଣିଷ ତିଆରି କାରଖାନା ଭାବେ ତାହାର କାର୍ଯ୍ୟ ଜାରି ରଖିଛି । ଆମେ ସମସ୍ତେ ଏହାର ଛାତ୍ର ଛାତ୍ରୀ ଭାବେ ନିଜକୁ ସଦା ସର୍ବଦା ଗର୍ବ ଅନୁଭବ କରିବା ସହିତ ମହାବିଦ୍ୟାଳୟର ବିକାଶ ପାଇଁ ପୂର୍ବତନ ଛାତ୍ର ଛାତ୍ରୀ ଓ ବର୍ତ୍ତମାନର ଛତ୍ର ଛାତ୍ରୀ ମାନେ ଉଦ୍ୟମ ଜାରି ରଖିବା ।