SSIT Polytechnic Kalakad Mayurbhanj

SSIT Polytechnic Kalakad Mayurbhanj A Diploma Engineering School(Polytechnic)

04/06/2024
Tribute to our (SSIT) Founder Er. Susil Kumar Singh.
17/04/2024

Tribute to our (SSIT) Founder Er. Susil Kumar Singh.

Blood donation camp at SSIT Campus on 7th March 2024.
17/04/2024

Blood donation camp at SSIT Campus on 7th March 2024.

ଆମ ଏସ୍‌ଏସ୍‌ଆଇଟିରେ
07/11/2023

ଆମ ଏସ୍‌ଏସ୍‌ଆଇଟିରେ

ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ ପ୍ରାଙ୍ଗଣରେ ନିର୍ଦ୍ଦେଶିକା ଇଂ ଉପାଲି ଉପମିତା ପ୍ରଧାନଙ୍କ ଉପସ୍ଥିତିରେ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କର ଜନ୍ମ ଜ...
02/10/2023

ଏସ୍‌ଏସ୍‌ଆଇଟି ପଲିଟେକନିକ୍‌ ପ୍ରାଙ୍ଗଣରେ ନିର୍ଦ୍ଦେଶିକା ଇଂ ଉପାଲି ଉପମିତା ପ୍ରଧାନଙ୍କ ଉପସ୍ଥିତିରେ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

ଗାନ୍ଧି ଜୟନ୍ତୀ ଅବସରରେ କରଂଜିଆଠାରେ ବିରାଟ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସହର ସଫେଇ ପରିକ୍ରମାରେ ଏସ୍‌ଏସ୍‌ଆଇଟି ପଲିଟେକନିକର ଛାତ୍ରଛାତ୍ରୀ ସାମ...
02/10/2023

ଗାନ୍ଧି ଜୟନ୍ତୀ ଅବସରରେ କରଂଜିଆଠାରେ ବିରାଟ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସହର ସଫେଇ ପରିକ୍ରମାରେ ଏସ୍‌ଏସ୍‌ଆଇଟି ପଲିଟେକନିକର ଛାତ୍ରଛାତ୍ରୀ ସାମିଲ୍‌ ହୋଇଥିଲେ।

Fresher's welcome ceremony celebrated at SSIT Polytechnic.
18/09/2023

Fresher's welcome ceremony celebrated at SSIT Polytechnic.

ଗତ ୧୫ ସେପ୍ଟେମ୍ବର ୨୦୨୩ ସରକାରୀ ପଲିଟେକନିକ୍,ମୟୂରଭଞ୍ଜ କ୍ୟାମ୍ପସରେ “ଟେକ୍ନୋୟାନ୍ -୩.୦” ନାମକ ଏକ ଟେକ୍‌ଫେଷ୍ଟ୍‌ ଆୟୋଜିତ ହୋଇଯାଇଛି। ଇଞ୍ଜ...
17/09/2023

ଗତ ୧୫ ସେପ୍ଟେମ୍ବର ୨୦୨୩ ସରକାରୀ ପଲିଟେକନିକ୍,ମୟୂରଭଞ୍ଜ କ୍ୟାମ୍ପସରେ “ଟେକ୍ନୋୟାନ୍ -୩.୦” ନାମକ ଏକ ଟେକ୍‌ଫେଷ୍ଟ୍‌ ଆୟୋଜିତ ହୋଇଯାଇଛି। ଇଞ୍ଜିନିୟର୍ସ ଡେ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ଗୋଟି ଇଞ୍ଜିନିୟରିଂ ସ୍କୁଲ୍ /ପଲିଟେକ୍‌ନିକ୍ସ୍‌ (ଉଭୟ ସରକାରୀ ଏବଂ ବେସରକାରୀ)ର ଛାତ୍ରୀଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଆମ ଶକୁନ୍ତଳା ସୁଦର୍ଶନ ବୈଷୟିକ ଶିକ୍ଷାନୁଷ୍ଠାନର ୨୩ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଶିକ୍ଷାନୁଷ୍ଠାନରୁ ମୋଟ ୪ଟି ପ୍ରୋଜେକ୍ଟ,୨ଟି ପୋଷ୍ଟର ପ୍ରେଜେନ୍‌ଟେସନ୍‌ ଟିମ୍‌, ୧ଟି ଟେକ୍ନିକାଲ କୁଇଜ୍‌ ଟିମ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ଟେକ୍ନିକାଲ୍‌ ପ୍ରୋଜେକ୍ଟ ଇଭେଣ୍ଟରେ ଇଲେକଟ୍ରିକାଲ ବିଭାଗର "ଅଟୋମେଟିକ୍‌ ୱାସ୍‌ ବେସିନ୍‌ ଟୁ ସେଭ୍‌ ୱାଟର" ନାମକ ପ୍ରୋଜେକ୍ଟଟି ପ୍ରଥମ ସ୍ଥାନ ଅଧିକାର କରିଥଲା।ଉକ୍ତ ପ୍ରୋଜେକ୍ଟ ଟି ମୁଖ୍ୟ ଅଧ୍ୟାପକ ଇଂ ଯୁଧିଷ୍ଠିର ମହାନ୍ତ ଏବଂ ଅଧ୍ୟାପକ ଇଂ ବିଭୂତି ଭୂଷଣ ଗିରିଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୫ମ ସେମିଷ୍ଟାରର ବାପି ଓରାମ୍‌,ଗୁରୁଚରଣ ନାଏକ,ବିଜୟ କୁମାର ନାଏକ,ରାହୁଲ କୁମାର ମହାନ୍ତ ଏବଂ ଛତିଶ କୁମାର ମହାନ୍ତ ପ୍ରମୁଖ ପ୍ରସ୍ତୁତ କରିଥିଲେ। ପୋଷ୍ଟର ପ୍ରେଜେନ୍‌ଟେସନ୍‌ ଇଭେଣ୍ଟରେ ମେକାନିକାଲ୍‌ ବିଭାଗର ଛାତ୍ର ମିଥୁନ୍‌ କୁମାର ମହାନ୍ତ ଓ ଭଗବାନ ସୋରେନ୍‌ ୨ୟ ସ୍ଥାନ ଏବଂ ସିଭିଲ ବିଭାଗର ଛାତ୍ରୀ ବିଜୟଲକ୍ଷ୍ମୀ ମାର୍ଣ୍ଡି ଓ ସୁଷମାରାଣୀ ନାୟକ ୩ୟ ସ୍ଥାନ ଅଧିକାର କରିଥିଲେ।ଅନୁଷ୍ଠାନର ଡାଇରେକ୍ଟର ଇଂ ଉପାଲି ଉପମିତା ପ୍ରଧାନ ଏବଂ ପ୍ରିନସିପାଲ୍‌ ଇଂ ମାନସ କୁମାର ବାସ୍କେ ଛାତ୍ରୀଛାତ୍ରୀମାନଙ୍କର ଏ ସଫଳତାକୁ ବହୁ ପ୍ରଶଂସା କରିଛନ୍ତି।

ଭାରତରତ୍ନ ମୋକ୍ଷଗୁଣ୍ଡମ୍‌ ବିଶ୍ବେଶରାୟଙ୍କ ଜନ୍ମଜୟନ୍ତୀରେ ଇଂଜିନିୟର୍ସ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ପରୀକ୍ଷାର...
16/09/2023

ଭାରତରତ୍ନ ମୋକ୍ଷଗୁଣ୍ଡମ୍‌ ବିଶ୍ବେଶରାୟଙ୍କ ଜନ୍ମଜୟନ୍ତୀରେ ଇଂଜିନିୟର୍ସ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ପରୀକ୍ଷାରେ ୯୨ଜଣ ଛାତ୍ରୀଛାତ୍ରୀ ଅଂଶଗ୍ରହଣ କରିଥିଲେ।
ସମସ୍ତ ଇଂଜିନିୟର୍ସ ମାନଙ୍କୁ ସମ୍ମର୍ଦ୍ଧନା ଦିଆଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ପ୍ରିନ୍‌ସିପାଲ ଇଂ ମାନସ କୁମାର ବାସ୍କେ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଗଣ ଯୋଗଦେଇଥିଲେ।

Address

Kalakad
Karanjia
757037

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+919937334227

Alerts

Be the first to know and let us send you an email when SSIT Polytechnic Kalakad Mayurbhanj posts news and promotions. Your email address will not be used for any other purpose, and you can unsubscribe at any time.

Contact The University

Send a message to SSIT Polytechnic Kalakad Mayurbhanj:

Share