29/09/2024
ଅଭିମନ୍ୟୁ ବାରିକ , Government Polytechnic Balasore,Branch electrical (2015-2018)
From SORO
ତିନି ଦିନ ହବ ଭାଇ ଆମର ମିଳୁନାହାଁନ୍ତି କେହି ଜଣେ ସାଙ୍ଗ ଫୋନ କରି ଡାକିଥିଲେ ଏବଂ ସେ ଯିବା ପରେ ଏବେ ମୋବାଇଲ switch off ଆସୁଛି ପୋଲିସ ର ସହାୟତା ନେଇଥିଲେ ମଧ୍ୟ୍ୟ ଏତେ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ କି ପୋଲିସ ଆନ୍ତରିକ ସହ ତାର ଅବହେଳା ହେତୁ ଏତେ ପର୍ଯ୍ୟନ୍ତ ମିଳିପାରିନାହିଁ ତେଣୁ ଅନୁରୋଧ ସମସ୍ତେ ବହୁତ ମାତ୍ରା ରେ ଶେୟାର କରି ଭାଇଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତୁ 🙏
ମୋବାଇଲ ନମ୍ବର +918327726759